ନକଲି ଗୁଟ୍‌ଖା କାରଖାନାରେ ଚଢାଉ,

Sep 19, 2024 - 12:35
 0  4
ନକଲି ଗୁଟ୍‌ଖା କାରଖାନାରେ ଚଢାଉ,

ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ବାଉଁଶିଆପଲ୍ଲୀରେ ଥିବା ଏକ ବେଆଇନ ଗୁଟଖା କାରଖାନା ଉପରେ ଚଢ଼ାଉ କରିଛି ପୋଲିସ। ବହୁ ପରିମାଣର ଗୁଟଖା ଓ ଗୁଟଖା ପ୍ରସ୍ତୁତି ସାମଗ୍ରୀ ସହ ଠାବ ହୋଇଛି ଯନ୍ତ୍ରପାତି। ଗଞ୍ଜାମ ଜିଲ୍ଲା ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଚାଲାଣ ହେଉଥିଲା ଏହି ବେଆଇନ ଗୁଟଖା । ଦୀର୍ଘ ଦିନ ଧରି ବେଆଇନ ଭାବେ ଗୁଟଖା ପ୍ରସ୍ତୁତି ହେବା ସହ ବିଭିନ୍ନ ଅଞ୍ଚଳକୁ ହେଉଥିଲା  ବିକ୍ରି। ବିଭିନ୍ନ ନାମରେ ଗୁଟଖା ପ୍ରସ୍ତୁତି କରିବା ସହ ସୁଗନ୍ଧ ପାଇଁ  ମିଶାଯାଉଥିଲା ବିଭିନ୍ନ ସାମଗ୍ରୀ ।

What's Your Reaction?

like

dislike

love

funny

angry

sad

wow