ନିମାପଡ଼ାରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗନିମାପଡ଼ାରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

Sep 28, 2026 - 12:14
ନିମାପଡ଼ାରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗନିମାପଡ଼ାରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ନିମାପଡ଼ାରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଜଣେ ଗେଷ୍ଟ ହାଉସ୍ କର୍ମଚାରୀ ଯୁବତୀଙ୍କୁ ଏକାଧିକ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଖଣ୍ଡଗିରି ଥାନାରେ ଏତଲା ପରେ ନିମାପଡ଼ା ଥାନାରେ ଏନେଇ ମାମଲା ରୁଜୁ ହୋଇଛି । 

ପୀଡ଼ିତା ଭୁବନେଶ୍ୱରର ଏକ ଗେଷ୍ଟ ହାଉସରେ କାମ କରୁଥିଲେ । ପ୍ରାୟ ୨ ମାସ ତଳେ ସେଠାରେ କାମ କରୁଥିବା ଜଣେ କ୍ୟାସିଅର ତାଙ୍କୁ ଅନ୍ୟ ଏକ ଗେଷ୍ଟ ହାଉସକୁ ନେଇ ରଖିଥିବା ଅଭିଯୋଗ ହୋଇଛି । ସେଠାରେ ଏକାଧିକ ଯୁବକ ତାଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । 

What's Your Reaction?

like

dislike

love

funny

angry

sad

wow