ପାକିସ୍ତାନରେ ବଢୁଛି ଆର୍ଥିକ ସଙ୍କଟ

Sep 30, 2024 - 12:46
 0  2
ପାକିସ୍ତାନରେ ବଢୁଛି ଆର୍ଥିକ ସଙ୍କଟ

ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପଡୋଶୀ ପାକିସ୍ତାନ। ଏହାରି ମଧ୍ୟରେ ଆଇଏମଏଫ ଠାରୁ ପାଣ୍ଠି ଆଣିବାକୁ ୬ଟି ମନ୍ତ୍ରଣାଳୟ ବନ୍ଦ କରିବା ସହ ଦେଢଲକ୍ଷ ଚାକିରୀ ଉଚ୍ଛେଦ୍ଦ କରିଛନ୍ତି ସରିଫ ସରକାର।ପ୍ରଶାସନିକ ଖର୍ଚ୍ଚ କମ କରିବା ଲାଗି ପାକିସ୍ତାନ ଏପରି କଠୋର ପଦକ୍ଷେପ ଗ୍ରହଣ କରିଥିବା ମିଳିଛି ସୂଚନା। ଫଳରେ ପାକିସ୍ତାନକୁ ୭୦୦ କୋଟି ଡଲାର ଦେବାକୁ ଆଇଏମଏଫ ରାଜି ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଜାରି କରିଛି ୧୦୦କୋଟି ଡଲାର। ଏନେଇ ସୂଚନା ଦେଇଛନ୍ତି ପାକିସ୍ତାନ ଅର୍ଥମନ୍ତ୍ରୀ ମହମ୍ମଦ ଔରଙ୍ଗଜେବ।

  

What's Your Reaction?

like

dislike

love

funny

angry

sad

wow