ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ସିଝୁଛି ସାରା ଓଡ଼ିଶା

Mar 11, 2025 - 14:44
 0  2
ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ସିଝୁଛି ସାରା ଓଡ଼ିଶା

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ସିଝୁଛି ସାରା ଓଡ଼ିଶା । ୩ରୁ ୪ ଦିନ ହେବ ତାତି ସାମାନ୍ୟ କମ ଥିବା ବେଳେ ଆଜିଠାରୁ ପୁଣି ବଢିଛି ତାତି ।ମାର୍ଚ୍ଚ ଆରମ୍ଭରୁ ଆସିଲାଣି ଗ୍ରୀଷ୍ମପ୍ରବାହ ଚେତାବନୀ । ସୋମବାର ସର୍ବାଧିକ ୩୮.୫ ଡିଗ୍ରୀ ତାପମାତ୍ରା ସହ ରେକର୍ଡ  ହୋଇଛି ବୌଦ୍ଧ ଜିଲ୍ଲା ।  ୩୬ଡିଗ୍ରୀ ପାର କରିଛି ୭ଟି ଜିଲ୍ଲାର ତାପମାତ୍ରା । ଆଜିଠୁ ୫ ଦିନ ଭିତରେ ତାପମାତ୍ରା ୩ରୁ ୪ ଡିଗ୍ରୀ ବୃଦ୍ଧି ପାଇବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ତେବେ ୧୩ ଓ ୧୪ ତାରିଖ ଦୁଇଦିନ ପ୍ରଚଣ୍ଡ  ଗ୍ରୀଷ୍ମପ୍ରବାହ ନେଇ ଜାରି କରାଯାଇଛି ସତର୍କତା  ।

What's Your Reaction?

like

dislike

love

funny

angry

sad

wow