ବଜ୍ରକାପ୍ତା ଚାଲାଣ ବେଳେ ମାଡିବସିଲା କୋରାପୁଟର ବନ ବିଭାଗ
![ବଜ୍ରକାପ୍ତା ଚାଲାଣ ବେଳେ ମାଡିବସିଲା କୋରାପୁଟର ବନ ବିଭାଗ](https://kalingascroll.in/uploads/images/202408/image_870x_66bf2a70440a4.jpg)
ବଜ୍ରକାପ୍ତା ଚାଲାଣ ବେଳେ ମାଡିବସିଲା କୋରାପୁଟର ବନ ବିଭାଗ। ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ବନ ବିଭାଗ । ବନ ବିଭାଗ ଓ ପୋଲିସର ମିଳିତ ଉଦ୍ୟମରେ ବଜ୍ରକାପ୍ତାକୁ ଉଦ୍ଧାର କରାଯିବ ସହ ୩ ଜଣଙ୍କୁ କରାଯାଇଛି ଗିରଫ । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମିଳିଛି ପରିଚୟ। ପୋଲିସ ସେମାନଙ୍କୁ ଗିରଫ କରିବା ସହିତ ଏହି ଘଟଣାରେ ଏକ ମାମଲା ରୁଜୁ କରି କରିଛନ୍ତି କୋର୍ଟ ଚାଲାଣ। ବନ ବିଭାଗ ଓ ପୋଲିସ ଏହି ଘଟଣାର ତଦନ୍ତ ଜାରି କରିଛନ୍ତି । କିଏ ଓ କେଉଁଠିକି ବଜ୍ରକାପ୍ତା ଚାଲାଣ କରୁଥିଲା ତାହା ହୋଇନାହିଁ ସ୍ପଷ୍ଟ।
What's Your Reaction?
![like](https://kalingascroll.in/assets/img/reactions/like.png)
![dislike](https://kalingascroll.in/assets/img/reactions/dislike.png)
![love](https://kalingascroll.in/assets/img/reactions/love.png)
![funny](https://kalingascroll.in/assets/img/reactions/funny.png)
![angry](https://kalingascroll.in/assets/img/reactions/angry.png)
![sad](https://kalingascroll.in/assets/img/reactions/sad.png)
![wow](https://kalingascroll.in/assets/img/reactions/wow.png)