ବାଂଲାଦେଶରେ ଗଠନ ହୋଇଛି ନୂୂଆ ଅନ୍ତରୀଣ ସରକାର

Aug 9, 2024 - 15:23
 0  3
ବାଂଲାଦେଶରେ ଗଠନ ହୋଇଛି ନୂୂଆ ଅନ୍ତରୀଣ ସରକାର

ବାଂଲାଦେଶରେ ଗଠନ ହୋଇଛି ନୂୂଆ ଅନ୍ତରୀଣ ସରକାର। ନୋବେଲ ବିଜେତା ମହମ୍ମଦ ୟୁନୁସ ଏହି ସରକାରର ମୁଖ୍ଯ ପରାମର୍ଶଦାତା ଭାବେ ନେଇଛନ୍ତି ଶପଥ। ଶାନ୍ତି ପାଇଁ ସମସ୍ତଙ୍କୁ ଆହ୍ବାନ ଦେଇଛନ୍ତି ୟୁନୁସ। କେହି ବି ହିଂସାକାଣ୍ଡ କରନ୍ତୁ ନାହିଁ। ଏବେ ଦେଶ ଗଠନର ସମୟ ବୋଲି କହିଛନ୍ତି ୟୁନୁସ।ସେପଟେ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଶ ଛାଡ଼ିଥିଲେ ମଧ୍ଯ ବାଂଲାଦେଶରେ ଜାରି ରହିଛି ହିଂସାକାଣ୍ଡ।

What's Your Reaction?

like

dislike

love

funny

angry

sad

wow