ବିଜେଡ଼ିରେ ତେଜୁଛି କର୍ପୋରେଟରଙ୍କ କଳି

Sep 30, 2024 - 15:32
 0  2
ବିଜେଡ଼ିରେ ତେଜୁଛି କର୍ପୋରେଟରଙ୍କ କଳି

ଭୁବନେଶ୍ବର ବିଜେଡ଼ିରେ ତେଜୁଛି କର୍ପୋରେଟରଙ୍କ କଳି । ଗୋଟିଏ ବସରେ ଏକାଠିହୋଇ ଲୋକନାଥ ଦର୍ଶନ ପାଇଁ ଯାଉଛନ୍ତି ୩୦ ଜଣ କର୍ପୋରେଟର।ଯାହାର ଭିଡିଓ ହେଉଛି ଭାଇରାଲ୍ । ତେବେ ବିଜେଡ଼ିର ବିଦ୍ରୋହୀ କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି ନାରାୟଣ ମହାସୂପକାରଙ୍କ ବିରୋଧରେ ମେଳି ହୋଇଥିବା ମିଳିଛି ସୂଚନା। 

What's Your Reaction?

like

dislike

love

funny

angry

sad

wow