ମମତା ବାନାର୍ଜୀଙ୍କ ସହ ମଞ୍ଚ ବାଣ୍ଟିବେ ନାହିଁ ପଶ୍ଚିମବଙ୍ଗର ରାଜ୍ୟପାଳ

Sep 13, 2024 - 14:14
 0  3
ମମତା ବାନାର୍ଜୀଙ୍କ ସହ ମଞ୍ଚ ବାଣ୍ଟିବେ ନାହିଁ ପଶ୍ଚିମବଙ୍ଗର ରାଜ୍ୟପାଳ

ମମତା ବାନାର୍ଜୀଙ୍କ ସହ ମଞ୍ଚ ବାଣ୍ଟିବେ ନାହିଁ ପଶ୍ଚିମବଙ୍ଗର ରାଜ୍ୟପାଳ। ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ଘଟଣାରେ ଲୋକଙ୍କ କ୍ରୋଧକୁ ଦୃଷ୍ଟିରେ ରଖି ଆମର କୌଣସି କର୍ମଚାରୀ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ମଞ୍ଚ ବାଣ୍ଟିବେ କରିବେ ନାହିଁ ବୋଲି କହିଛନ୍ତି ରାଜ୍ୟପାଳ ସିଭି ଆନନ୍ଦ ବୋଷ।  ସେ ଆହୁରି କହିଛନ୍ତି, ଯେଉଁଥିରେ ମୁଖ୍ୟମନ୍ତ୍ରୀ ଯୋଗଦେବେ ମୁଁ କୌଣସି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବି ନାହିଁ। ସାମ୍ବିଧାନିକ ନିୟମ ଉଲ୍ଲଂଘନ କରିଥିବାରୁ ମୁଁ ତାଙ୍କ ବିରୋଧରେ ଗ୍ରହଣ କରିବି ସକ୍ରିୟ କାର୍ଯ୍ୟାନୁଷ୍ଠାନ। ରାଜ୍ୟପାଳ ଭାବରେ ମୋର ଭୂମିକା ସାମ୍ବିଧାନିକ ଦାୟିତ୍ୱରେ ରହିବ ସୀମିତ । ମୁଁ ବଙ୍ଗଳାର ଲୋକମାନଙ୍କ ପ୍ରତି ପ୍ରତିବଦ୍ଧ। ମୋର ମୂଲ୍ୟାଙ୍କନରେ ସରକାର ନିଜ କର୍ତ୍ତବ୍ୟରେ ହୋଇଛନ୍ତି ବିଫଳ । 

What's Your Reaction?

like

dislike

love

funny

angry

sad

wow