ମହାସପ୍ତମୀରେ ମା’ ଝାଞ୍ଜିରୀ ମଙ୍ଗଳାଙ୍କ ମହାଲକ୍ଷ୍ମୀ ବେଶ, ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼
ଶକ୍ତିପୀଠ ରେ ଚାଲିଛି ମାଁ ଙ୍କ ଷୋଡ଼ଷ ଉପଚାର ପୂଜା । ଆଜି ଶକ୍ତି ପୀଠ ଗୁଡ଼ିକ ରେ ମହାସପ୍ତମୀ ପୂଜା । କଟକ ଅନ୍ୟତମ ଶକ୍ତି ପୀଠ ହେଉଛି ମାଁ ଝାଞ୍ଜିରୀ ମଙ୍ଗଳା । ମାଁ ଝାଞ୍ଜିରୀ ମଙ୍ଗଳା ଆଜି ମହାସପ୍ତମୀ ରେ ଭକ୍ତ ମାନଙ୍କୁ ମହାଲକ୍ଷ୍ମୀ ବେଶ ରେ ଦର୍ଶନ ଦେଉଛନ୍ତି ।
ଶକ୍ତିପୀଠ ରେ ଚାଲିଛି ମାଁ ଙ୍କ ଷୋଡ଼ଷ ଉପଚାର ପୂଜା । ଆଜି ଶକ୍ତି ପୀଠ ଗୁଡ଼ିକ ରେ ମହାସପ୍ତମୀ ପୂଜା । କଟକ ଅନ୍ୟତମ ଶକ୍ତି ପୀଠ ହେଉଛି ମାଁ ଝାଞ୍ଜିରୀ ମଙ୍ଗଳା । ମାଁ ଝାଞ୍ଜିରୀ ମଙ୍ଗଳା ଆଜି ମହାସପ୍ତମୀ ରେ ଭକ୍ତ ମାନଙ୍କୁ ମହାଲକ୍ଷ୍ମୀ ବେଶ ରେ ଦର୍ଶନ ଦେଉଛନ୍ତି । ସକାଳ ର ମଙ୍ଗଳା ଆଳତି ଶେଷ ହେବା ପରେ ଭକ୍ତମାନେ ମାଁ ଙ୍କ ଦର୍ଶନ କରୁଛନ୍ତି । ମାଁ ଙ୍କ ଏହି ମହାଲକ୍ଷ୍ମୀ ବେଶ ଦେଖିବା ଲାଗି ଝାଞ୍ଜିରୀ ମଙ୍ଗଳା ମନ୍ଦିର ରେ ଭକ୍ତ ମାନଙ୍କ ସମାଗମ ଦେଖିବାକୁ ମିଳିଛି ।
What's Your Reaction?