ରାଜ୍ୟସଭାରେ ଶପଥ ନେଇଛନ୍ତି ନବନିର୍ବାଚିତ ୩ ଓଡ଼ିଆ ସାଂସଦ

Apr 6, 2026 - 17:20
 0  1
ରାଜ୍ୟସଭାରେ ଶପଥ ନେଇଛନ୍ତି ନବନିର୍ବାଚିତ ୩ ଓଡ଼ିଆ ସାଂସଦ

ଆଜି ରାଜ୍ୟସଭାରେ ଶପଥ ନେଇଛନ୍ତି ନବନିର୍ବାଚିତ ୩ ଓଡ଼ିଆ ସାଂସଦ  ମନମୋହନ ସାମଲ, ଦିଲ୍ଲୀପ ରାୟ ଓ ସଂତୃପ୍ତ ମିଶ୍ର  । ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ ରାଜ୍ୟସଭା ଉପାଧ୍ୟକ୍ଷ ସି.ପି. ରାଧାକ୍ରିଷ୍ଣନ । ଏପ୍ରିଲ ୯ ତାରିଖରେ  ଶପଥ ଗ୍ରହଣ କରିବେ ଆଉ ଜଣେ ସାଂସଦ ସୁଜିତ୍‌ କୁମାର ।

What's Your Reaction?

like

dislike

love

funny

angry

sad

wow