ଓଡ଼ିଶା ପୋଲିସକୁ  ମିଳିବ ‘ପ୍ରେସିଡେଣ୍ଟସ୍ କଲର' ପୁରସ୍କାର

Apr 6, 2026 - 17:16
 0  0
ଓଡ଼ିଶା ପୋଲିସକୁ  ମିଳିବ ‘ପ୍ରେସିଡେଣ୍ଟସ୍ କଲର' ପୁରସ୍କାର

ଓଡ଼ିଶା ପୋଲିସକୁ  ମିଳିବ ‘ପ୍ରେସିଡେଣ୍ଟସ୍ କଲର' ପୁରସ୍କାର । ଏହି ପୁରସ୍କାର ପ୍ରଦାନ କରିବା ନିମନ୍ତେ ଖୁବ୍‌ଶୀଘ୍ର ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ଭାରତରେ ଏକ ସାମରିକ ୟୁନିଟ୍, ତାଲିମ ପ୍ରତିଷ୍ଠାନ କିମ୍ବା ପୋଲିସ ଫୋର୍ସକୁ ପ୍ରଦାନ କରାଯାଉଥିବା ସର୍ବୋଚ୍ଚ ସମ୍ମାନଜନକ ପୁରସ୍କାର ହେଉଛି ‘ପ୍ରେସିଡେଣ୍ଟସ୍ କଲର' । ସାହସିକତା ଏବଂ ବୃତ୍ତିଗତତାକୁ ସ୍ୱୀକୃତି ଦେଇଥାଏ ଏହି ପୁରସ୍କାର।

What's Your Reaction?

like

dislike

love

funny

angry

sad

wow