ରାଜ୍ୟସଭାରେ ଶପଥ ନେଇଛନ୍ତି ନବନିର୍ବାଚିତ ୩ ଓଡ଼ିଆ ସାଂସଦ
ଆଜି ରାଜ୍ୟସଭାରେ ଶପଥ ନେଇଛନ୍ତି ନବନିର୍ବାଚିତ ୩ ଓଡ଼ିଆ ସାଂସଦ ମନମୋହନ ସାମଲ, ଦିଲ୍ଲୀପ ରାୟ ଓ ସଂତୃପ୍ତ ମିଶ୍ର । ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ ରାଜ୍ୟସଭା ଉପାଧ୍ୟକ୍ଷ ସି.ପି. ରାଧାକ୍ରିଷ୍ଣନ । ଏପ୍ରିଲ ୯ ତାରିଖରେ ଶପଥ ଗ୍ରହଣ କରିବେ ଆଉ ଜଣେ ସାଂସଦ ସୁଜିତ୍ କୁମାର ।
What's Your Reaction?