ବାଙ୍କୀରେ ଜିତିଲା ବିଜେଡି

ବାଙ୍କୀରେ ଜିତିଲା ବିଜେଡି । ବାଙ୍କୀ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଦେବୀ ରଞ୍ଜନ ତ୍ରିପାଠୀ ବିଜୟୀ ହେଇଥିବା ସୂଚନା ମିଳିଛି । ତେବେ ଏହି ଆସନରେ ବିଜେଡିର ଗଡ ହେଇ ରହିଆସିଛି । କେବଳ ୨୦୦୪ ମସିହାକୁ ଛାଡିଦେଲେ ଏହି ଆସନକୁ ବିଜେଡି ୨୦୦୦ ମସିହାରୁ ଜିତି ଆସୁଛନ୍ତି ।
What's Your Reaction?






