ରାତି ୧୦ଟାରେ ଉଠିବ ମହାଦୀପ

Feb 20, 2025 - 13:07
 0  2
ରାତି ୧୦ଟାରେ ଉଠିବ ମହାଦୀପ

ଜାଗର ପାଇଁ ସରିଲା ଲିଙ୍ଗରାଜ ମହାପ୍ରଭୁଙ୍କ ପ୍ରସ୍ତୁତି ବୈଠକ । ରାତି ୧୦ଟାରେ ଉଠିବ ମହାଦୀପ । ମହାଶିବରାତ୍ରି ଆୟୋଜନ ପାଇଁ କମିଶନରେଟ ପୋଲିସ ପକ୍ଷରୁ ସମନ୍ବୟ ବୈଠକରେ ହୋଇଛି ଏହି ନିଷ୍ପତ୍ତି । ଭକ୍ତ କିଭଳି ସୁରୁଖୁରୁରେ ଦର୍ଶନ କରିବେ ଏବଂ ଦୀପ ଜାଳିବେ ସେ ନେଇ କରାଯିବ  ବ୍ୟାପକ ବ୍ୟବସ୍ଥା । ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ସୁପରିଚଳନ ପାଇଁ ୩୫ ପ୍ଲାଟୁନ ପୋଲିସ ଫୋର୍ସ ଓ ୨୦୦ ରୁ ଉର୍ଧ୍ଵ ଅଧିକାରୀ ନିୟୋଜିତ ହେବେ ବୋଲି କହିଛନ୍ତି ପୋଲିସ କମିଶନର ।

What's Your Reaction?

like

dislike

love

funny

angry

sad

wow