ଲାଞ୍ଚ ନେଇ ଗିରଫ ହେଲେ ଧର୍ମଗଡ଼ ଉପଜିଲ୍ଲାପାଳ

Dharmagarh Sub-Collector Dheeman Chakma Arrested. Dheeman Chakma, a 2021 batch IAS officer, was caught red-handed by Vigilance while accepting a bribe of ₹10 lakhs. Following the seizure of the bribe money, the anti-corruption agency raided his official residence and recovered ₹47 lakhs. Chakma was allegedly accepting the bribe from the owner of a crusher unit. He had demanded ₹20 lakhs in total and was caught while receiving ₹10 lakhs as the first installment. Interestingly, the officer had summoned the businessman to his official residence to collect the bribe.

Jun 9, 2025 - 11:47
 0  5
ଲାଞ୍ଚ ନେଇ ଗିରଫ ହେଲେ ଧର୍ମଗଡ଼ ଉପଜିଲ୍ଲାପାଳ

ଧର୍ମଗଡ଼ ଉପ-ଜିଲ୍ଲାପାଳ ଧୀମାନ ଚକମା ଗିରଫ । ୨୦୨୧ ବ୍ୟାଚ IAS  ଧୀମାନ ଚକମା ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଲା ବେଳେ ଧରିଛି ଭିଜିଲାନ୍ସ । ଲାଞ୍ଚ ଟଙ୍କା ଜବତ ପରେ ବାସଭବନରେ ଚଢାଉ କରିଥିଲା ଦୁର୍ନୀତି ନିବାରଣ ସଂସ୍ଥା । ଚଢାଉ ବେଳେ  ଜବତ ହୋଇଛି  ୪୭ ଲକ୍ଷ ଟଙ୍କା।  କ୍ରସର ୟୁନିଟ୍‌ ମାଲିକଙ୍କ ଠାରୁ ଲାଞ୍ଚ ଟଙ୍କା ନେଉଥିଲେ ଧୀମାନ ଚକମା। ୨୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ, ଆଉ କିସ୍ତି ହିସାବରେ ୧୦ ଲକ୍ଷ ଟଙ୍କା ନେଇଥିବା ବେଳେ ତାଙ୍କୁ ଧରିଥିଲା ଭିଜିଲାନ୍ସ  । ତେବେ ରୋଚକ କଥା ହେଉଛି ଲାଞ୍ଚ ପାଇଁ ବ୍ୟବସାୟୀଙ୍କୁ ନିଜ ସରକାରୀ ବାସଭବନକୁ ଡାକିଥିଲେ ଏହି ସରକାରୀ ବାବୁ । 



What's Your Reaction?

like

dislike

love

funny

angry

sad

wow