ଏଥର ବର୍ଷାରେ ଭିଜିବ ରଜ

This year’s Raja festival is likely to be soaked in heavy rain. A cyclonic circulation has formed over the southeastern and adjoining east-central Bay of Bengal. It is gradually intensifying and is expected to develop into a low-pressure area by June 13. Alongside, the southwest monsoon is also likely to become active again, leading to cloudy skies and rain during the Raja festival. The Meteorological Department has issued a yellow warning for several districts till June 13. From June 14 onwards, rainfall is expected to gradually increase in intensity and spread across more regions.

Jun 9, 2025 - 11:53
 0  6
ଏଥର ବର୍ଷାରେ ଭିଜିବ ରଜ

ଏଥର ପ୍ରବଳ ବର୍ଷାରେ ଭିଜିବ ରଜ ପର୍ବ । କାରଣ ଦକ୍ଷିଣ ପୂର୍ବ ଓ ତତ୍ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗର ଉପରେ  ସୃଷ୍ଟି ହୋଇଛି  ଏକ ଘୁର୍ଣ୍ଣିବଳୟ। ଧୀରେଧୀରେ ଏହା ଘନୀଭୂତ ହୋଇ ଆସନ୍ତା ୧୩ ତାରିଖ ଭିତରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ରହିଛି ସମ୍ଭାବନା । ଏହାସହ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପୁଣି ଥରେ ସକ୍ରିୟ ହେବାର ସମ୍ଭାବନା ଥିବାରୁ ଏଥର ରଜରେ ମେଘୁଆ ପାଗ ରହିବ ବୋଲି କରାଯାଇଛି ଆକଳନ  । ପାଣିପାଗ କେନ୍ଦ୍ର ପକ୍ଷରୁ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାକୁ ଜାରି ହୋଇଛି ହଳଦି ସତର୍କତା ।  ୧୪ ତାରିଖଠାରୁ ଧୀରେଧୀରେ ବଢିପାରେ  ବର୍ଷାର ବିସ୍ତୃତି ।

What's Your Reaction?

like

dislike

love

funny

angry

sad

wow