ଶ୍ରୀମନ୍ଦିର ଉପରେ ସନ୍ଦିଗ୍ଧ ଡ୍ରୋନ ଉଡିବା ଘଟଣାସ କଡା ଆଭିମୁଖ୍ୟ ରଖିଲେ ଆଇନମନ୍ତ୍ରୀ
ଶ୍ରୀମନ୍ଦିର ଉପରେ ସନ୍ଦିଗ୍ଧ ଡ୍ରୋନ ଉଡିବା ଘଟଣାକୁ ନେଇ କଡା ଆଭିମୁଖ୍ୟ ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି ଯେ, ଆଇନ ଉଲ୍ଲଂଘନ କରିଛନ୍ତି କିଛି ଦୁର୍ବୃତ୍ତ । ସେମାନଙ୍କ ବିରୋଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ରବିବାର ଭୋର ପ୍ରାୟ ୪ଟା ୧୦ରେ ଦେଖିବାକୁ ମିଳିଥିଲା ନୋ ଫ୍ଲାଇଂ ଜୋନ୍ ଉପରେ ଡ୍ରୋନ ଉଡୁଥିବା ଦୃଶ୍ୟ।
What's Your Reaction?