ସବୁଠି ପ୍ରଚଣ୍ଡ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି
ରାଜ୍ୟରେ ଏବେ ପ୍ରଚଣ୍ଡ ଖରା ସାଙ୍ଗକୁ ହେଉଛି ଅସହ୍ୟ ଗୁଳୁଗୁଳି। ୪୧ ଡିଗ୍ରୀ ତାପମାତ୍ରା ଡେଇଁ ସବୁଠୁ ଉତ୍ତପ୍ତ ସହରରେ ପରିଣତ ହୋଇଛି ଟିଟିଲାଗଡ଼। ରବିବାର ଏଠାରେ ରାଜ୍ୟର ସର୍ବାଧିକ ତାପମାତ୍ରା ଛୁଇଁଥିଲା ୪୧.୫ ଡିଗ୍ରୀ ।ଆସନ୍ତା ୧୮ ତାରିଖ ଯାଏ ରାଜ୍ୟବାସୀଙ୍କୁ ତାତିରୁ ମିଳିବ ନାହିଁ ନିସ୍ତାର । ତାପମାତ୍ରା ଆହୁରି ୪ରୁ ୬ ଡିଗ୍ରୀ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
What's Your Reaction?