ୟୁକ୍ରେନ ଆକ୍ରମଣର ପ୍ରତିଶୋଧ ନେଲା ଋଷିଆ

Russia has taken revenge for Ukraine's earlier attack. Throughout the night, Russia launched 407 drones and 46 missiles targeting Ukraine. In this massive assault, 4 Ukrainian civilians lost their lives, and many others were seriously injured. Several government establishments and residential buildings were reduced to rubble. The attack from the Russian side was so intense that Ukrainian forces failed to intercept or defend against it. Notably, a few days ago, Ukraine had launched an attack on Russia, which is believed to have triggered this retaliation.

Jun 8, 2025 - 16:07
 0  4
ୟୁକ୍ରେନ ଆକ୍ରମଣର ପ୍ରତିଶୋଧ ନେଲା ଋଷିଆ

ୟୁକ୍ରେନ ଆକ୍ରମଣର ପ୍ରତିଶୋଧ ନେଲା ଋଷିଆ । ରାତି ସାରା  ୟୁକ୍ରେନ ଉପରକୁ  ୪୦୭ ଡ୍ରୋନ ଏବଂ ୪୬ ମିସାଇଲ୍‌ କରିଛି  ମାଡ । ଏହି ଆକ୍ରମଣରେ ୟୁକ୍ରେନର ୪ ଜଣ ନାଗରିକଙ୍କ ମୃତ୍ୟୁ ଘଟିଥିବାବେଳେ ଗୁରୁତର ହୋଇଛନ୍ତି ଅନେକ ଲୋକ  ।  ମାଟିରେ ମିଶିଯାଇଛି ଅନେକ ସରକାରୀ ପ୍ରତିଷ୍ଠାନ ଓ ଆବାସିକ କୋଠା । ଋଷିଆ ପଟରୁ ହୋଇଥିବା ଆକ୍ରମଣ ଏତେ ଭୟଙ୍କର ଥିଲା ତାକୁ ପ୍ରତିରୋଧ କରିବାରେ ବିଫଳ ହୋଇଥିଲେ ୟୁକ୍ରେନ ସେନା ।ତେବେ କିଛି ଦିନ ପୂର୍ବରୁ ଋଷିଆ ଉପରେ ଆକ୍ରମଣ କରିଥିଲା ୟୁକ୍ରେନ୍‌ ।

What's Your Reaction?

like

dislike

love

funny

angry

sad

wow