୧୬ଟି ଗେଟ୍ ଦେଇ ହୀରାକୁଦ ଡ୍ୟାମରୁ ହେଉଛି ଜଳ ନିଷ୍କାସନ

Sep 13, 2024 - 13:59
 0  3
୧୬ଟି ଗେଟ୍ ଦେଇ ହୀରାକୁଦ ଡ୍ୟାମରୁ ହେଉଛି ଜଳ ନିଷ୍କାସନ

ହୀରାକୁଦ ଡ୍ୟାମର ଖୋଲିଲା ଆଉ ୪ଟି ଗେଟ୍ । ଏବେ ୧୬ଟି ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ। ପୁଣି ଆସୁଛି ଆଉ ଏକ ବଡ଼ ବର୍ଷା। ଆଜିଠାରୁ ବଢିବ ବର୍ଷାର ପରିମାଣ। ୧୬ ଯାଏଁ ହୋଇପାରେ ପ୍ରବଳ ବର୍ଷା। ୧୩ ତାରିଖରେ ଉତ୍ତର ପଶ୍ଚିମ ଓ ଏହାର ପାଶ୍ବବର୍ତ୍ତି ଜିଲ୍ଲାରେ ଅଧିକ ବର୍ଷାର ଅଛି ସମ୍ଭାବନା ।  ୧୪ ରୁ ୧୬ ଯାଏଁ ପଶ୍ଚିମ ଓଡି଼ଶାରେ ହୋଇପାରେ ପ୍ରବଳ ବର୍ଷା। ଯଦି ଏମିତି ହୁଏ, ତେବେ ଫୁଲିପାରେ ମହାନଦୀ।

What's Your Reaction?

like

dislike

love

funny

angry

sad

wow