ଖୁବ୍‌ଶୀଘ୍ର ବଡ଼ ପରଦାରେ ରିଲିଜ୍‌ ହେବ କଙ୍ଗନା ରାଣାଓ୍ବତଙ୍କ ‘ଏମର୍ଜେନ୍ସି’ ଚଳଚ୍ଚିତ୍ର

Sep 9, 2024 - 11:14
Sep 9, 2024 - 11:26
 0  3
ଖୁବ୍‌ଶୀଘ୍ର ବଡ଼ ପରଦାରେ ରିଲିଜ୍‌ ହେବ କଙ୍ଗନା ରାଣାଓ୍ବତଙ୍କ ‘ଏମର୍ଜେନ୍ସି’ ଚଳଚ୍ଚିତ୍ର

ଖୁବ୍‌ଶୀଘ୍ର ବଡ଼ ପରଦାରେ ରିଲିଜ୍‌ ହେବ କଙ୍ଗନା ରାଣାଓ୍ବତଙ୍କ ‘ଏମର୍ଜେନ୍ସି’ ଚଳଚ୍ଚିତ୍ର। ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେଶନ ପକ୍ଷରୁ କିଛି ସର୍ତ୍ତ ସହ ‘ଏମର୍ଜେନ୍ସି’କୁ ପ୍ରଦାନ କରାଯାଇଛି ୟୁଏ ସାର୍ଟିଫିକେଟ। ଫିଲ୍ମର କିଛି ଦୃଶ୍ୟ କାଟିବାକୁ ସେନ୍ସର ବୋର୍ଡ ଫିଲ୍ମ ନିର୍ମାତାଙ୍କୁ ଦେଇଛନ୍ତି ନିର୍ଦ୍ଦେଶ। ସେହିପରି ଏହି ଫିଲ୍ମରେ ପ୍ରଦର୍ଶିତ ହେବାକୁ ଥିବା ଐତିହାସିକ ଘଟଣାବଳୀ ପାଇଁ ନିର୍ମାତାଙ୍କୁ ପ୍ରଦାନ କରିବାକୁ ପଡ଼ିବ ଡିସ୍‌କ୍ଲେମର। ତେବେ ଥିଏଟରଗୁଡ଼ିକରେ ‘ଏମର୍ଜେନ୍ସି’ କେବେ ରିଲିଜ୍‌ ହେବ ସେନେଇ ମିଳିନାହିଁ  କୌଣସି ସୂଚନା । 

What's Your Reaction?

like

dislike

love

funny

angry

sad

wow