ଆଉ ଦେଖିବାକୁ ମିଳିବ ନାହିଁ ବିଜୟଙ୍କ ଦମଦାର ଚଳଚିତ୍ର

Sep 15, 2024 - 12:16
 0  4
ଆଉ ଦେଖିବାକୁ ମିଳିବ ନାହିଁ ବିଜୟଙ୍କ ଦମଦାର ଚଳଚିତ୍ର

ଆଉ ଦେଖିବାକୁ ମିଳିବ ନାହିଁ ଥାଲାପତି ବିଜୟଙ୍କ ଦମଦାର ଚଳଚିତ୍ର । ଦକ୍ଷିଣ ଚଳଚିତ୍ର ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଥାଲାପତି ବିଜୟ ଚଳଚିତ୍ର ଜଗତରୁ ସନ୍ନ୍ୟାସ ନେବାକୁ କରିଛନ୍ତି ଘୋଷଣା। ନିଜ ପ୍ରଡକ୍ସନ୍ ହାଉସ୍ ପକ୍ଷରୁ ଏକ ଭିଡ଼ିଓ ବାର୍ତ୍ତା ରିଲିଜ୍ କରି ଏହା ଘୋଷଣା କରିଛନ୍ତି ବିଜୟ। ଏହି ଖବର ପ୍ରସାରିତ ହେବାପରେ ତାଙ୍କର ପ୍ରଶଂସକମାନେ ହୋଇଛନ୍ତି ଭାବପ୍ରବଣ। ତାଙ୍କର ଅଚାନକ ଏଭଳି ନିଷ୍ପତ୍ତିକୁ ନେଇ ମଧ୍ୟ ବହୁ ପ୍ରଶଂସକ ଉଠାଇଛନ୍ତି ପ୍ରଶ୍ନ । 

What's Your Reaction?

like

dislike

love

funny

angry

sad

wow