୧୭ ରେ ଶପଥ ନେବେ ଶୈନି
ଆସନ୍ତା ୧୭ରେ ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନାଏବ ସିଂ ସୈନି । ଅକ୍ଟୋବର ୧୭ ରେ ପଞ୍ଚକୁଲାରେ ଆୟୋଜିତ ହେବ ନୂଆ ସରକାରର ଶପଥ ସମାରୋହ ଉତ୍ସବ । ଏହି କାର୍ଯ୍ୟକ୍ରମରେ ସାମିଲେ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ହରିୟାଣାରେ ଲଗାତାର ତୃତୀୟ ଥର ପାଇଁ ସରକାର କରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି ।
What's Your Reaction?