୨୦୦୬ ମୁମ୍ବାଇ ଲୋକାଲ୍ ଟ୍ରେନ୍ ବିସ୍ଫୋରଣ ମାମଲା : ସବୁ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

Jul 21, 2025 - 15:52
 0  8
୨୦୦୬ ମୁମ୍ବାଇ ଲୋକାଲ୍ ଟ୍ରେନ୍ ବିସ୍ଫୋରଣ ମାମଲା : ସବୁ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

୨୦୦୬ ମୁମ୍ବାଇ ଲୋକାଲ୍ ରେଳ ବିସ୍ଫୋରଣ ମାମଲାରେ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ବମ୍ବେ ଉଚ୍ଚନ୍ୟାୟଳୟ। ସମସ୍ତ ୧୨ ଜଣ ଅଭିଯୁକ୍ତଙ୍କୁ ନ୍ୟାୟଳୟ ନିର୍ଦ୍ଦୋଷରେ କରିଛନ୍ତି ଖଲାସ । ବିଚାରପତି ଅନିଲ କିଲୋର ଓ ବିଚାରପତି ଏସ.ଜି. ଚନ୍ଦକଙ୍କ ଡିଭିଜନ ବେଞ୍ଚ ଦେଇଛନ୍ତି ଏହି ରାୟ । ଏହି ମାମଲାରେ, ନିମ୍ନ ଅଦାଲତ ଦ୍ୱାରା ମୋଟ ୧୨ଅଭିଯୁକ୍ତଙ୍କୁ କରାଯାଇଥିଲା ଦୋଷୀ ସାବ୍ୟସ୍ତ , ଯେଉଁଥିରୁ ୫ ଜଣଙ୍କୁ ମୃତ୍ୟୁଦଣ୍ଡ ଓ ୭ ଜଣଙ୍କୁ ଦିଆଯାଇଥିଲା ଆଜୀବନ କାରାଦଣ୍ଡ । ୧୨ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କର ହୋଇସାରିଛି ମୃତ୍ୟୁ ।  ତେଣୁ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି ବାକି ୧୧ ଅଭିଯୁକ୍ତ।

What's Your Reaction?

like

dislike

love

funny

angry

sad

wow