ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି

Aug 21, 2024 - 12:42
 0  4
ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି

ପୁଣି ବିରୋଧୀଙ୍କ ହଟ୍ଟଗୋଳ । ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି । ଚିକିଟି ମଦମୃତ୍ୟୁର ଆରଡ଼ିସି ସ୍ତରୀୟ ତଦନ୍ତ ଦାବି କଲା ବିଜେଡି। ଜନଜାତିଙ୍କ ସୁରକ୍ଷା ଦାବି କରି କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ । ପ୍ରଥମେ ଦିନ ୧୧:୩୦ ଯାଏଁ ମୁଲତବୀ ହୋଇଥିଲା ଗୃହ । ସେହିପରି ଗତକାଲି କଲେଜ ନିର୍ବାଚନ ବନ୍ଦ ପ୍ରସଙ୍ଗ ଉଠାଇ ବିରୋଧୀଙ୍କୁ ଘେରିଥିଲେ କଂଗେସ ।

What's Your Reaction?

like

dislike

love

funny

angry

sad

wow