ଅଭିଯୁକ୍ତ ସଞ୍ଜୟ ରୟର ହେବ ପଲିଗ୍ରାଫ୍ ପରୀକ୍ଷା

Aug 21, 2024 - 12:51
 0  4
ଅଭିଯୁକ୍ତ ସଞ୍ଜୟ ରୟର ହେବ ପଲିଗ୍ରାଫ୍ ପରୀକ୍ଷା

ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତର କରାଯିବ ପଲିଗ୍ରାଫ୍ ଟେଷ୍ଟ। ଏହି ମାମଲାର ଅନୁସନ୍ଧାନ କରୁଥିବା ସିବିଆଇ ଅଭିଯୁକ୍ତ ସଞ୍ଜୟ ରୟଙ୍କ ଉପରେ ପଲିଗ୍ରାଫ୍ ପରୀକ୍ଷା କରିବାକୁ ପାଇଛି ଅନୁମତି। ଯେଉଁଥି ପାଇଁ କୋର୍ଟ ଶୁଣାଣି ଅଗଷ୍ଟ 29 ପର୍ଯ୍ୟନ୍ତ ରଖିଛନ୍ତି ସ୍ଥଗିତ। 

What's Your Reaction?

like

dislike

love

funny

angry

sad

wow