ଆମେରିକା-କ୍ୟୁବା ମୁହାଁମୁହିଁ : ୪ ମୃତ
କ୍ୟୁବା ସମୁଦ୍ରରେ ଆମେରିକୀୟଙ୍କୁ ଗୁଳିମାଡ । ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏକାଧିକ ହୋଇଛନ୍ତି ଆହତ । ଏନେଇ କ୍ୟୁବା ସରକାରଙ୍କ କହିଛନ୍ତି ଯେ, ବୁଧବାର ସମୁଦ୍ର ସୀମା ଅତିକ୍ରମ କରିଥିଲା ଏକ ସ୍ପିଡ୍ ବୋଟ୍। ତାଙ୍କୁ ଦେଖି ଫେରି ଯିବାକୁ କହିଥିଲେ କୋଷ୍ଟ ଗାର୍ଡ । ହେଲେ ,ସେମାନେ ସୁରକ୍ଷା ବାହିନୀ ଉପରକୁ କରିଥିଲେ ଗୁଳିମାଡ଼ । ଏହାର ପାଲଟା ଜବାବ ମଧ୍ଯ ଦେଇଥିଲେ ସୁରକ୍ଷାକର୍ମୀ। ଏହି ସ୍ପିଡ୍ ବୋଟଟି ଆମେରିକାର ବୋଲି ମିଳିଛି ସୂଚନା। ।
।
What's Your Reaction?