ଆହୁରି ବଢ଼ିବ ଗରମ ପ୍ରକୋପ

May 9, 2025 - 12:03
 0  5
ଆହୁରି ବଢ଼ିବ ଗରମ ପ୍ରକୋପ

ଓଡିଶାରେ ଆହୁରି ବଢ଼ିବ ଗରମ ପ୍ରକୋପ। ଆସନ୍ତା ୩  ଦିନ ଭିତରେ ୨ରୁ ୪ ଡିଗ୍ରୀ ବଢ଼ିବ ତାପମାତ୍ରା । ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ କଲବଲ କରିବ ଗ୍ରୀଷ୍ମପ୍ରବାହ । ଆଭ୍ୟନ୍ତରୀଣ ଓଡ଼ିଶାରେ ନିଆଁ ବର୍ଷାକୁ ଉପକୂଳରେ ଅସମ୍ଭାଳ ହେବ ଗରମ ଓ ଗୁଳୁଗୁଳି । ଯଦିଓ କିଛି କିଛି ଜାଗାରେ କାଳବୈଶାଖୀଜନିତ ବର୍ଷା ହେବାର ରହିଛି ସମ୍ଭାବନା, ମାତ୍ର ବିସ୍ତୃତ ଅଞ୍ଚଳରେ ପଡ଼ିବନି ଏହାର ପ୍ରଭାବ । 

What's Your Reaction?

like

dislike

love

funny

angry

sad

wow