ଇତିହାସ ରଚିଲା ଇସ୍ରୋ ; ଆର୍ଥ ଅବଜରଭର ସାଟେଲାଇଟ୍ ୦୮ର ସଫଳ ଉତକ୍ଷେପଣ

Aug 16, 2024 - 12:18
 0  7
ଇତିହାସ ରଚିଲା ଇସ୍ରୋ ;  ଆର୍ଥ ଅବଜରଭର ସାଟେଲାଇଟ୍ ୦୮ର ସଫଳ ଉତକ୍ଷେପଣ

 ଇତିହାସ ରଚିଲା ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ତଥା ଇସ୍ରୋ ଶ୍ରୀହରିକୋଟା ସ୍ପେସ୍ ରିସର୍ଚ୍ଚ ସେଣ୍ଟରରୁ କ୍ଷୁଦ୍ର ଉପଗ୍ରହ ଉତକ୍ଷେପଣ ଯାନ ଅର୍ଥାତ୍ ଲଞ୍ଚ ଭେଇକିଲ୍ -୩ ଲଞ୍ଚର ମାଧ୍ୟମରେ ସଫଳ ଉତକ୍ଷପଣ ହୋଇଛି ଆର୍ଥ ଅବଜରଭେସନ୍ ସାଟେଲାଇଟ୍-୮ । ଯାହା ପୃଥିବୀ ଚାରିପଟେ ଘୁରି କ୍ରମାଗତ ଭାବେ ପ୍ରଦାନ କରିବ ପାଣିପାଗ ସମ୍ପର୍କିତ ତଥ୍ୟ।ଏହି ପଦକ୍ଷେପ ଦ୍ୱାରା ଏବେ ପୃଥିବୀର ପ୍ରତିଟି ସ୍ପନ୍ଦନକୁ ଶୁଣିପାରିବ ଭାରତ । ଯଦି ଇସ୍ରୋର ଏହି ଅଭିଯାନ ସଫଳ ହୁଏ, ତେବେ ବିପର୍ୟ୍ୟୟ ସମ୍ପର୍କରେ ଭାରତକୁ ଠିକ୍ ସମୟରେ ମିଳିବ ସୂଚନା । 

What's Your Reaction?

like

dislike

love

funny

angry

sad

wow