ଏଣିକି ଆଉ ଖୋଲା ବଜାରରେ ମିଳିବନି ଗ୍ୟାସ୍

Apr 5, 2026 - 17:38
 0  4
ଏଣିକି ଆଉ ଖୋଲା ବଜାରରେ ମିଳିବନି ଗ୍ୟାସ୍

ଏଣିକି ଆଉ ଖୋଲା ବଜାରରେ ମିଳିବନି ଗ୍ୟାସ୍ ।ଭରି ପାରିବେନି ୫ କେଜି ସିଲିଣ୍ଡର। ସେହିଭଳି ଗ୍ୟାସ ବିକ୍ରିକୁ ନେଇ ମଧ୍ୟ କରାଯାଇଛି ବଡ଼ ଘୋଷଣା। କେବଳ ଏଜେନ୍ସି ଲାଇସେନ୍ସ ଥିବା ବ୍ୟକ୍ତି ହିଁ ବିକ୍ରି କରିବେ ଗ୍ୟାସ । କଳାବଜାରୀକୁ ରୋକିବା ପାଇଁ  କରାଯିବ  E-Kyc ।ଦେଶରେ ଗ୍ୟାସ ସଙ୍କଟ ଭିତରେ ଏଭଳି ବଡ଼ ବୟାନ ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ପାତ୍ର । 

What's Your Reaction?

like

dislike

love

funny

angry

sad

wow