ଏନକାଉଣ୍ଟରରେ ତିନି ମାଓବାଦୀଙ୍କ ମୃତ୍ୟୁ

Jan 12, 2025 - 13:44
 0  4
ଏନକାଉଣ୍ଟରରେ ତିନି ମାଓବାଦୀଙ୍କ ମୃତ୍ୟୁ

ଛତିଶଗଡ଼ ବିଜାପୁରରେ ପୁଣି ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରେ ନିହତ ହେଲେ ଆଉ ୩ ମାଓମାଦୀ । ଦୁଇ ଦିନ ଭିତରେ ୬ ମାଓବାଦୀ ହେଲେଣି ନିପାତ ।ଘଟଣାସ୍ଥଳରୁ ଜବତ କରାଯାଇଛି ସ୍ବୟଂଚାଳିତ ବନ୍ଧୁକ ଓ ମାରଣାସ୍ତ୍ର ।ଗତ ମଙ୍ଗଳବାର ବିଜାପୁରରେ ନକ୍ସଲମାନଙ୍କ ଦ୍ୱାରା ଲଗାଯାଇଥିବା ଆଇଡି ବିସ୍ଫୋରଣରେ  ସହିଦ ହୋଇଥିଲେ ଆଠ ଜଣ ଯବାନ,ଯାହାର ପ୍ରତିଶୋଧ ନେଉଛନ୍ତି ସୁରକ୍ଷାକର୍ମୀ  । 

What's Your Reaction?

like

dislike

love

funny

angry

sad

wow