କାଶୀପୁରରେ ଡିପଥେରିଆରେ ହୋଇଛି ମୃତ୍ୟୁ

Jun 16, 2024 - 12:30
 0  3
କାଶୀପୁରରେ ଡିପଥେରିଆରେ ହୋଇଛି ମୃତ୍ୟୁ

ରାୟଗଡା କାଶୀପୁରରେ ଅଜଣା ରୋଗ ନୁହେଁ ବରଂ ଡିପଥେରିଆରେ ହୋଇଛି ମୃତ୍ୟୁ । ସ୍ୱତନ୍ତ୍ର ଡାକ୍ତରୀ ଦଳ ଯାଇ ଉକ୍ତ ଅଞ୍ଚଳରେ ଅକ୍ରାାନ୍ତଙ୍କ ରକ୍ତ ଓ ସ୍ୱାବ ପରୀକ୍ଷା କରିବା ପରେ ଏହା ହୋଇଛି  ସ୍ପଷ୍ଟ । ତେବେ ଏହି ରୋଗରେ ଏଯାଏଁ ୩ ଶିଶଣୁଙ୍କର ମୃତ୍ୟୁ ହୋଇସାରିଥିବାବେଳେ ଆକ୍ରାନ୍ତ ହୋଇ ହାସପାତାଳରେ ଚିକିତ୍ସିତ ହେଉଛନ୍ତି ଏକାଧିକ ଶିଶୁ 

What's Your Reaction?

like

dislike

love

funny

angry

sad

wow