କେଦାରନାଥରୁ ଆଜି ସୁରକ୍ଷିତ ଉଦ୍ଧାର ହୋଇଛନ୍ତି ୪ ଜଣ ଓଡ଼ିଆ କାଉଡ଼ିଆ

Aug 4, 2024 - 18:24
 0  2
କେଦାରନାଥରୁ ଆଜି ସୁରକ୍ଷିତ ଉଦ୍ଧାର ହୋଇଛନ୍ତି ୪ ଜଣ ଓଡ଼ିଆ କାଉଡ଼ିଆ

କେନ୍ଦୁଝର ଜିଲ୍ଲାର ତେଲକୋଇ ଓ ସଦର ଥାନା ଅଞ୍ଚଳର ୪ ଜଣ କାଉଡ଼ିଆ ଉତ୍ତରାଖଣ୍ଡର କେଦାରନାଥରେ ବାଦଲଫଟା ବର୍ଷା ଓ ଭୂସ୍ଖଳନ ଯୋଗୁଁ ୪ ଦିନ ଧରି ଫଶି ରହିବା ପରେ ଆଜି ସୁରକ୍ଷିତ ଉଦ୍ଧାର ହୋଇଛନ୍ତି । ସକାଳ ୭ଟାରୁ ପାଦରେ ଚାଲି ଚାଲି ଅପରାହ୍ନ ୩ଟାରେ ସୋନପ୍ରୟାଗଠାରେ ପହଞ୍ଚିଛନ୍ତି । ଏହି ଉଦ୍ଧାର କାର୍ଯ୍ୟରେ ଭାରତୀୟ ସେନାବାହିନୀ ଏସଡିଆରଏଫ,ଏନଡିଆରଏଫ ଓ ବାୟୁସେନା ନିୟୋଜିତ ହୋଇଛନ୍ତି । ଦୀର୍ଘ ୪ ଦିନ ହେଲାଣି ଉଦ୍ଧାର କାର୍ଯ୍ୟ ଜାରିରହିଛି ।

What's Your Reaction?

like

dislike

love

funny

angry

sad

wow