ଛତିଶଗଡ଼ରେ ବଡ଼ ଧରଣର ଏନକାଉଣ୍ଟ, ୧୨ ନକ୍ସଲ ସଫା

Feb 9, 2025 - 13:49
 0  5
ଛତିଶଗଡ଼ରେ ବଡ଼ ଧରଣର ଏନକାଉଣ୍ଟ, ୧୨ ନକ୍ସଲ ସଫା

ଛତିଶଗଡ଼ର ବିଜାପୁର ନ୍ୟାସନାଲ ପାର୍କ ଅଞ୍ଚଳରେ ବଡ଼ ଧରଣର ଏନକାଉଣ୍ଟର।ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଯୋଗୁ ପୋଲିସ ଏନକାଉଣ୍ଟରରେ ୧୨ରୁ ଅଧିକ ମାଓବାଦୀ ନିହତ ହୋଇଥିବା ମିଳିଛି ସୂଚନା । ଏବେବି ଜଙ୍ଗଲ ମଧ୍ୟରେ ଜାରି ରହିଛି ଗୁଳିବିନିମୟ । ଏସ୍‌ଟିଏଫ୍‌, ଡିଆର୍‌ଜି ଯବାନଙ୍କ କୋମ୍ବିଂ ଅଭିଯାନ ବେଳେ ପୋଲିସକୁ ମିଳିଛି ଏହି  ବଡ଼ ସଫଳତା।ସେହିପରି ଗୁଳି ବିନିମୟରେ ୨ ଜଣ ଯବାନ ଶହୀଦ ହୋଇଥିବା ବେଳେ ଗୁରୁତର ହୋଇଛନ୍ତି ଦୁଇ ଯବାନ। 

What's Your Reaction?

like

dislike

love

funny

angry

sad

wow