ଜଗତସିଂହପୁରରେ ହୋଟେଲ ଉପରେ ବଡ଼ ଚଢ଼ାଉ, ଜବତ ହେଲା ବାସି ଓ ଅପମିଶ୍ରିତ ଖାଦ୍ୟ !

Aug 25, 2026 - 12:48
 0  0
ଜଗତସିଂହପୁରରେ ହୋଟେଲ ଉପରେ ବଡ଼ ଚଢ଼ାଉ, ଜବତ ହେଲା ବାସି ଓ ଅପମିଶ୍ରିତ ଖାଦ୍ୟ !

ଜଗତସିଂହପୁରରେ ବଡ଼ଧରଣର ଚଢ଼ାଉ । ହୋଟେଲ ଓ ରେଷ୍ଟୁରାଣ୍ଟରୁ ବାସୀ, ଅପମିଶ୍ରଣ ଖାଦ୍ୟ ଜବତ । କିଛି ଦୋକାନକୁ ସିଲ୍‌ କଲା ପ୍ରଶାସନ୍ । ଜଗତସିଂହପୁର ସହରର ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି । 

 ଜଗତସିଂହପୁରରେ ବଡ଼ଧରଣର ଚଢ଼ାଉ । ହୋଟେଲ ଓ ରେଷ୍ଟୁରାଣ୍ଟରୁ ବାସୀ, ଅପମିଶ୍ରଣ ଖାଦ୍ୟ ଜବତ । କିଛି ଦୋକାନକୁ ସିଲ୍‌ କଲା ପ୍ରଶାସନ୍ । ଜଗତସିଂହପୁର ସହରର ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି । ବିଭିନ୍ନ ହୋଟେଲରୁ ବାସି ତଥା ଅପମିଶ୍ରଣ ଖାଦ୍ୟ ଜବତ କରାଯାଇଛି । ନିୟମ ଉଲ୍ଲଂଘନକାରୀଙ୍କଠାରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ ହେବା ସହ କିଛି ହୋଟେଲକୁ ସିଲ୍ କରାଯାଇଛି । 

What's Your Reaction?

like

dislike

love

funny

angry

sad

wow