ଜାତୀୟ ରାଜପଥରେ ଦୁର୍ଘଟଣା, ୧୦ରୁ ଅଧିକ ଆହତ
କେନ୍ଦ୍ରାପଡ଼ା ମାର୍ଶାଘାଇ ୫୩ ନମ୍ବର ଜାତୀୟ ରାଜପଥର ହଜାରୀ ଛକ ନିକଟରେ ତେଲ ଟ୍ୟାଙ୍କରକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ଆହତ ହୋଇଛନ୍ତି ବସରେ ଥିବା ୧୦ରୁ ଅଧିକ ଯାତ୍ରୀ । ସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟ ହାସପାତାଳରେ କରାଯାଇଛି ଭର୍ତ୍ତି । ବସଟି ପାରାଦୀପରୁ ଚଣ୍ଡୀଖୋଲ ଯିବା ସମୟରେ ଟ୍ରକ ସହ ଧକ୍କା ହୋଇଥିବା ମିଳିଛି ସୂଚନା। ବସରେ ଥିଲେ ପ୍ରାୟ ୩୦ରୁ ଅଧିକ ଯାତ୍ରୀ ।
What's Your Reaction?