ଜାରି ହୋଇଛି ସୁଭଦ୍ରା ଯୋଜନା ଏସଓପି ।

Aug 23, 2024 - 17:17
 0  15
ଜାରି ହୋଇଛି ସୁଭଦ୍ରା ଯୋଜନା  ଏସଓପି ।

ଜାରି ହୋଇଛି ଯୋଜନା ସୁଭଦ୍ରା ଏସଓପି । ବିଧାନସଭାରେ ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କରିଛନ୍ତି ଘୋଷଣା । ଗତକାଲି କ୍ୟାବିନେଟ୍‌ରେ ହୋଇଥିଲା ଏସଓପି ପାରିତ । ଏହି ଯୋଜନା ଅଧୀନରେ ୨୧ରୁ ୬୦ ବର୍ଷର ମହିଳାଙ୍କୁ ମିଳିବ ଆର୍ଥିକ ସହାୟତା । ମହିଳାଙ୍କ ଆକାଉଣ୍ଟକୁ ଡିବିଟି ମାଧ୍ୟମରେ ସିଧାସଳଖ ୫ ହଜାର ଟଙ୍କା କରାଯିବ ପ୍ରଦାନ। ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମା ଓ ମହିଳା ଦିବସରେ ଏହି ଟଙ୍କା ପ୍ରଦାନ କରାଯିବ। ଏହାଦ୍ୱାରା ରାଜ୍ୟର ୧ କୋଟିରୁ ଅଧିକ ମହିଳା ଉପକୃତ ହେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଯୋଜନା ପାଇଁ ସରକାର ହିତାଧିକାରୀଙ୍କୁ ପ୍ରଦାନ କରିବେ ସୁଭଦ୍ରା ଡେବିଟ୍‌ କାର୍ଡ ।

What's Your Reaction?

like

dislike

love

funny

angry

sad

wow