ଦିଲ୍ଲୀ ଏନସିଆରରେ ବୁଧବାର ଅନୁଭୂତ ହୋଇଛି ଭୂକମ୍ପ ଝଟକା।
ଦିଲ୍ଲୀ ଏନସିଆରରେ ବୁଧବାର ଅନୁଭୂତ ହୋଇଛି ଭୂକମ୍ପ ଝଟକା। ଭୂକମ୍ପର କେନ୍ଦ୍ର ପାକିସ୍ତାନ ଥିବା ବେଳେ ଇସଲାମାବାଦ ଓ ଲାହୋରରେ ମଧ୍ୟ ଅନୁଭୂତ ହୋଇଛି ଭୂକମ୍ପ ଝଟକା। ରିକ୍ଟର ସ୍କେଲରେ ୫.୮ ମ୍ୟାଗ୍ନିଚ୍ୟୁଡ ରେକର୍ଡ କରାଯାଇଛି ଭୂକମ୍ପର ତୀବ୍ରତା। ସେହିପରି ଭୂକମ୍ପ ଝଟକା ଉତ୍ତରପ୍ରଦେଶ, ରାଜସ୍ଥାନ, ହରିୟାଣା, ପଞ୍ଜାବ ଓ ଜମ୍ମୁ-କାଶ୍ମୀରରେ ହୋଇଛି ଅନୁଭୂତ। ଏଥିରେ କୌଣସି ଧନଜୀବନ ହୋଇନାହିଁ ନଷ୍ଟ । ଆଫଗାନିସ୍ତାନରେ ମଧ୍ୟ ଅନୁଭୂତ ହୋଇଛି ଝଟକା।
What's Your Reaction?