ରାକ୍ଷୀ ପୂର୍ଣ୍ଣିମାରେ ସୁନା ଦର

Aug 18, 2024 - 12:47
 0  2
ରାକ୍ଷୀ ପୂର୍ଣ୍ଣିମାରେ ସୁନା ଦର

ରାକ୍ଷୀ ପୂର୍ଣ୍ଣିମାରେ ସୁନା ରେଟ୍‌ କେତେ ରହୁଛି। ଅଗଷ୍ଟ ୧୮, ରବିବାର ଦେଶରେ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୭୩ ହଜାର ରହିଛି । ରାଜଧାନୀ ଦିଲ୍ଲୀରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୭୨,୯୨୦ ଟଙ୍କା । ରୂପା କିଲୋଗ୍ରାମ ପିଛା ୮୬ ହଜାର ଟଙ୍କାରେ ପହଞ୍ଚିଛି । ଆଜି ଭାରତରେ ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୬୫,୬୫୦ ଟଙ୍କା । ଆଉ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୭୧,୬୨୦ ଟଙ୍କା । ତେବେ ଆଗାମୀ ଦିନରେ ସୁନା ଦର ବୃଦ୍ଧି ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ସେହିପରି ଭୁବନେଶ୍ୱରରେ ୨୨ କ୍ୟାରେଟ ୧୦ ଗ୍ରାମ ପ୍ରତି ସୁନା ଦର ୬୫,୬୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦାମ ୭୧,୬୨୦ ଟଙ୍କା ହୋଇଛି ।

What's Your Reaction?

like

dislike

love

funny

angry

sad

wow