ଦିଲ୍ଲୀରେ ସିଲ୍ ହେଲା ୧୩ଟି କୋଚିଂ ସେଣ୍ଟର
ଶନିବାର କୋଚିଂ ସେଣ୍ଟରର ବେସମେଣ୍ଟରେ ପାଣିରେ ପସିଯି ୟୁପିଏସସି ପ୍ରସ୍ତୁତ କରୁଥିବା ତିନିଜଣ ଛାତ୍ରଙ୍କ ମୃତ୍ୟୁ ପରେ ସଜାଗ ହୋଇ ଉଠିଛି ପ୍ରଶାସନ । ଏହି ଦୁର୍ଘଟଣାକୁ ନେଇ ବର୍ତ୍ତମାନ ରାଜନୀତି ସରଗରମ । ଅନ୍ୟପକ୍ଷରେ ଛାତ୍ରମାନେ ଏହି ଘଟଣା ପାଇଁ ସମାଲୋଚନା କରୁଛନ୍ତି ସରକାରଙ୍କୁ । ଅନ୍ୟପଟେ ଦିଲ୍ଲୀରେ ଏମସିଡି ବିଭିନ୍ନ ବେସମେଣ୍ଟରେ ବେଆଇନ୍ ଭାବେ ଚାଲିଥିବା ୧୩ଟି କୋଚିଂ ସେଣ୍ଟରକୁ କରିଛି ସିଲ୍ ।
What's Your Reaction?