ଦୁଇ ଦିନର ପରେ ଆଜିଠୁ ପୁଣି ଚାଲିବ ବିଧାନସଭା।

Jul 29, 2024 - 10:39
 0  6
ଦୁଇ ଦିନର ପରେ ଆଜିଠୁ ପୁଣି ଚାଲିବ ବିଧାନସଭା।

ଦୁଇ ଦିନର ପରେ ଆଜିଠୁ ପୁଣି ଚାଲିବ ବିଧାନସଭା। ୨୦୧୪-୨୫ ଆର୍ଥିକ ବଜେଟ୍ ଉପରେ ଗୃହରେ ଆରମ୍ଭ ହେବ ସାଧାରଣ ଆଲୋଚନା। ୨ ଲକ୍ଷ ୬୫ ହଜାର କୋଟିର ବଜେଟ୍ ମୋହନ ସରକାର ଆଣିଛନ୍ତି। ତେବେ ଏହାଉପରେ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ସେମାନଙ୍କର ମତ ରଖିଛି। ଏହାରି ଭିତରେ ବିରୋଧୀଙ୍କ ହାତରେ ଲାଗିଛି ଏକ ନୂଆ ପ୍ରସଙ୍ଗ। ମୁଖ୍ୟମନ୍ତ୍ରୀ ଅଧିବେଶନ ଚାଲିଥିବା ସମୟରେ କିପରି ଗୃହ ବାହାରେ ଏକ ସରକାରୀ ଘୋଷଣା କଲେ , ତାହାକୁ ନେଇ ସରକାରଙ୍କୁ ଗୃହରେ ଘେରିବେ ବିରୋଧୀ। ଅଗ୍ନିବୀରଙ୍କୁ ନିଯୁକ୍ତ କ୍ଷେତ୍ରରେ ୧୦ ପ୍ରତିଶତର ସଂରକ୍ଷଣ ଘୋଷଣାକୁ କଂଗ୍ରେସ ଏବଂ ବିଜେଡି ସ୍ଵାଧିକାର ଭଙ୍ଗ ପ୍ରସ୍ତାବ ଆଣିବା ସହ ନୀତି ଆୟୋଗ ବୈଠକରେ ରାଜ୍ୟ ସ୍ଵାର୍ଥ ପ୍ରସଙ୍ଗ ଉଠାଯାଇନଥିବାରୁ ଏହାକୁ ଗୃହରେ ଉଠାଇ ପାରନ୍ତି। 

What's Your Reaction?

like

dislike

love

funny

angry

sad

wow