ଦୁବାଇରୁ ଗିରଫ ହେଲେ ଲୋକପ୍ରିୟ କଣ୍ଠଶିଳ୍ପୀ ରାହତ ଫତେ ଅଲ୍ଲୀ ଖାନ

Jul 23, 2024 - 12:08
 0  2
ଦୁବାଇରୁ ଗିରଫ ହେଲେ ଲୋକପ୍ରିୟ କଣ୍ଠଶିଳ୍ପୀ ରାହତ ଫତେ ଅଲ୍ଲୀ ଖାନ

ଗିରଫ ହେଲେ ଲୋକପ୍ରିୟ କଣ୍ଠଶିଳ୍ପୀ ରାହତ ଫତେ ଅଲ୍ଲୀ ଖାନ । ପାକିସ୍ତାନର ଏହି ଲୋକପ୍ରିୟ କଣ୍ଠଶିଳ୍ପୀଙ୍କୁ  ଦୁବାଇ ବିମାନବନ୍ଦରରୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ ପୂର୍ବତନ ମ୍ୟାନେଜରଙ୍କ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରାଯାଇଛି । ରାହତଙ୍କ ଉପରେ ମ୍ୟାନେଜର ଅଭିଯୋଗ କରିଛନ୍ତି ଯେ ତାଙ୍କୁ ବିନା କାରଣରେ ଚାକିରିରୁ କାଢ଼ିଦେଇଥିଲେ ରାହତ ଓ ଦୁବ୍ୟର୍ବହାର କରିଥିଲେ । ତେବେ ଦୁବାଇରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପହଞ୍ଚିଥିବାବେଳେ ଦୁବାଇ ପୁଲିସ ତାଙ୍କୁ ଗିରଫ କରିଛି ।

What's Your Reaction?

like

dislike

love

funny

angry

sad

wow