ନାଗାର୍ଜୁନଙ୍କ ମାଲିକାନାରେ ଥିବା ଏକ କନଭେନସନ୍ ସେଣ୍ଟରରେ ବୁଲିଲା ବୁଲଡ଼ୋଜର

Aug 24, 2024 - 15:32
 0  5
ନାଗାର୍ଜୁନଙ୍କ ମାଲିକାନାରେ ଥିବା ଏକ କନଭେନସନ୍ ସେଣ୍ଟରରେ ବୁଲିଲା ବୁଲଡ଼ୋଜର

ବଳପୂର୍ବକ ଦଖଲ ହେତୁ ଭେଟେରାନ୍ ଅଭିନେତା ନାଗାର୍ଜୁନଙ୍କ ମାଲିକାନାରେ ଥିବା ଏକ କନଭେନସନ୍ ସେଣ୍ଟରରେ ବୁଲିଲା ବୁଲଡ଼ୋଜର। ଏନ କନଭେନସନ ସେଣ୍ଟରକୁ ବୁଲଡ଼ୋଜରରେ ଭାଙ୍ଗିବା ପ୍ରକ୍ରିୟା ହୋଇଛି ଆରମ୍ଭ ।ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି  ସ୍ଥାନୀୟ ଅଧିକାରୀଙ୍କ ନିର୍ଦ୍ଦେଶରେ । ସ୍ଥାନୀୟ ଜଳଭଣ୍ଡାର ତାମିଡି ଚେରେଭୁଙ୍କୁ ବଳପୂର୍ବକ ଦଖଲ କରି ଏହି ସମ୍ମିଳନୀ କେନ୍ଦ୍ର ବେଆଇନ ଭାବେ ନିର୍ମାଣ କରାଯାଇଥିବା ହୋଇଥିଲା  ଅଭିଯୋଗ । ଅଭିଯୋଗ ପାଇବା ପରେ ହାଇଦ୍ରାବାଦ ମ୍ୟୁନିସିପାଲିଟି କର୍ପୋରେସନ ଅଧିକାରୀମାନେ ଏହାର ତଦନ୍ତ ଆରମ୍ଭ କରିଛନ୍ତି। ଏହି ଅଭିଯୋଗରେ କୁହାଯାଇଛି ଯେ ସାଢେ ତିନି ଏକର ଜମି ଦଖଲ କରି ଏହି କନଭେନସନ କରାଯାଇଛି ନିର୍ମାଣ , ଯାହା ପ୍ରଥମେ ହ୍ରଦର ଥିଲା ଅଂଶ ।

What's Your Reaction?

like

dislike

love

funny

angry

sad

wow