ପରଲୋକରେ ବିଶିଷ୍ଟ ଶିଳ୍ପୀ ପଦ୍ମ ଭୂଷଣ ରାମ ବନଜୀ ସୁତାର

Dec 18, 2025 - 16:19
 0  10
ପରଲୋକରେ ବିଶିଷ୍ଟ ଶିଳ୍ପୀ ପଦ୍ମ ଭୂଷଣ ରାମ ବନଜୀ ସୁତାର

ପରଲୋକରେ ବିଶିଷ୍ଟ ଶିଳ୍ପୀ ପଦ୍ମ ଭୂଷଣ ରାମ ବନଜୀ ସୁତାର। ସେ ନିର୍ମାଣ କରିଥିଲେ ବିଶ୍ୱର ସବୁଠୁ ଉଚ୍ଚ ପ୍ରତିମା । ଯାହା ଥିଲା ଷ୍ଟାଚ୍ୟୁ ଅଫ ୟୁନିଟି।ଦୀର୍ଘ ଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ ରାମ ସୁତାର।ବୁଧବାର ବିଳମ୍ଵିତ ରାତିରେ ନୋଏଡା ସ୍ଥିତ ନିଜ ବାସଭବନରେ ସେ  ତ୍ୟାଗ କରିଛନ୍ତି ଶେଷ ନିଶ୍ୱାସ। ମୃତ୍ୟୁ ବେଳକୁ ତାଙ୍କୁ ହୋଇଥିଲା ୧୦୦ ବର୍ଷ ବୟସ । ତାଙ୍କ ଦେହାନ୍ତରେ ଶୋକବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

What's Your Reaction?

like

dislike

love

funny

angry

sad

wow