ପୁଣି ଓପାସରେ ମହାପ୍ରଭୁ ଲିଙ୍ଗରାଜ

Aug 18, 2024 - 12:20
 0  3
ପୁଣି ଓପାସରେ ମହାପ୍ରଭୁ ଲିଙ୍ଗରାଜ

ପୁଣି ଓପାସରେ ମହାପ୍ରଭୁ ଲିଙ୍ଗରାଜ । ପୂଜା ପଣ୍ଡା ନିଯୋଗ ଓ ବଡୁ ନିଯୋଗ ବିବାଦ ପାଇଁ ନୀତି କାନ୍ତି ବନ୍ଦ ଯୋଗୁଁ ଗତକାଲି ସନ୍ଧ୍ୟା ଧୂପ ପରଠାରୁ ଉପାସରେ ଅଛନ୍ତି ଲିଙ୍ଗରାଜ। ଗତ ୫ ବର୍ଷ ହେବ ଲାଗି ରହିଛି ଏପରି ଅଚଳାବସ୍ଥା । ପ୍ରତିବର୍ଷ ଶିବ ପବିତ୍ରାରୋପଣର ଦିନକ ପୂର୍ବରୁ ବନ୍ଦ ହୋଇଯାଉଛି ନୀତି । 

What's Your Reaction?

like

dislike

love

funny

angry

sad

wow