ପୁଣି ବିଗିଡ଼ିଲା ଲାଲ କୃଷ୍ଣ ଆଡଭାନୀଙ୍କ ସ୍ୱାସ୍ଥ୍ୟବସ୍ଥା
![ପୁଣି ବିଗିଡ଼ିଲା ଲାଲ କୃଷ୍ଣ ଆଡଭାନୀଙ୍କ ସ୍ୱାସ୍ଥ୍ୟବସ୍ଥା](https://kalingascroll.in/uploads/images/202408/image_870x_66b2f63ad46ca.jpg)
ପୁଣି ବିଗିଡ଼ିଲା ଲାଲ କୃଷ୍ଣ ଆଡଭାନୀଙ୍କ ସ୍ୱାସ୍ଥ୍ୟବସ୍ଥା ।ମଙ୍ଗଳବାର ତାଙ୍କୁ ପୁନର୍ବାର ହାସପାତାଳରେ କରାଯାଇଛି ଭର୍ତି । ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲ କୃଷ୍ଣ ଆଡଭାନୀଙ୍କୁ ମଙ୍ଗଳବାର ବୃଦ୍ଧାବସ୍ଥା ସମ୍ବନ୍ଧୀୟ ଅସୁସ୍ଥତା ହେତୁଆପୋଲୋ ହସ୍ପିଟାଲରେ କରାଯାଇଛି ଭର୍ତ୍ତି । ତେବେ ବର୍ତ୍ତମାନ ତାଙ୍କ ଅବସ୍ଥା ରହିଛି ସ୍ଥିର। ତାଙ୍କୁ ୟୁରୋଲୋଜି, କାର୍ଡିଓଲୋଜି ଏବଂ ମେଡିସିନ୍ ସମେତ ବିଭିନ୍ନ ବିଶେଷଜ୍ଞଙ୍କ ଦ୍ୱାରା କରାଯାଉଛି ପରୀକ୍ଷା । ଏହାପୂର୍ବରୁ ତାଙ୍କୁ ଗତ ମାସରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
What's Your Reaction?
![like](https://kalingascroll.in/assets/img/reactions/like.png)
![dislike](https://kalingascroll.in/assets/img/reactions/dislike.png)
![love](https://kalingascroll.in/assets/img/reactions/love.png)
![funny](https://kalingascroll.in/assets/img/reactions/funny.png)
![angry](https://kalingascroll.in/assets/img/reactions/angry.png)
![sad](https://kalingascroll.in/assets/img/reactions/sad.png)
![wow](https://kalingascroll.in/assets/img/reactions/wow.png)