ଆଜି ନିଟ-ପିଜି ସ୍କୋର କାର୍ଡ ପ୍ରକାଶ କରିବ ଏନବିଇଏମଏସ

Aug 30, 2024 - 12:26
 0  3
ଆଜି ନିଟ-ପିଜି ସ୍କୋର କାର୍ଡ ପ୍ରକାଶ କରିବ ଏନବିଇଏମଏସ

ଆଜି ନିଟ-ପିଜି ସ୍କୋର କାର୍ଡ ପ୍ରକାଶ କରିବ ନ୍ଯାସନାଲ ବୋର୍ଡ ଅଫ ଏଗଜାମିନେସନସ ଫର ମେଡିକାଲ ସାଇନ୍ସ । natboard.edu.in ଓ nbe.edu.in. ୱେବ ସାଇଟରେ ପ୍ରକାଶ ପାଇବ ସ୍କୋର କାର୍ଡ। ଗତ ଅଗଷ୍ଟ ୨୩ରେ ଫଳ ପ୍ରକାଶ ପାଇଥିଲା। ଦେଶର ୧୭୦ ସହରର ୪୧୬ କେନ୍ଦ୍ରରେ ହୋଇଥିଲା ପରୀକ୍ଷା। ପ୍ରଥମ ସିଫ୍ଟରେ ପଞ୍ଜିକୃତ ୧ ଲକ୍ଷ ୭ ହଜାର ୨୭୬ ଜଣଙ୍କ ମଧ୍ଯରୁ ପରୀକ୍ଷା ଦେଇଥିଲେ ୧ ଲକ୍ଷ ୭ ହଜାର ୯୫୯ ଜଣ। ସେହିପରି ଦ୍ବିତୀୟ ସିଫ୍ଟରେ ପଞ୍ଜିକୃତ ୧ ଲକ୍ଷ ୧୪ ହଜାର ୨୬୪ ଜଣଙ୍କ ମଧ୍ଯରୁ ପରୀକ୍ଷା ଦେଇଥିଲେ ୧ ଲକ୍ଷ ୮ ହଜାର ୧୭୭ ଜଣ। 

What's Your Reaction?

like

dislike

love

funny

angry

sad

wow