ବଦ୍ରୀନାଥର ଅନେକ ସ୍ଥାନରେ ଲୋକଙ୍କର ଯାତାୟତକୁ ପ୍ରଭାବିତ କରିଛି ଆବର୍ଜନା
![ବଦ୍ରୀନାଥର ଅନେକ ସ୍ଥାନରେ ଲୋକଙ୍କର ଯାତାୟତକୁ ପ୍ରଭାବିତ କରିଛି ଆବର୍ଜନା](https://kalingascroll.in/uploads/images/202408/image_870x_66c97b9a95432.jpg)
ବଦ୍ରୀନାଥର ଅନେକ ସ୍ଥାନରେ ଲୋକଙ୍କର ଯାତାୟତକୁ ପ୍ରଭାବିତ କରିଛି ଆବର୍ଜନା। ବର୍ଷା ପରେ ଆବର୍ଜନା ଆସିବାରୁ ଶନିବାର ସକାଳେ ବଦ୍ରିନାଥ ରାଜପଥ ହୋଇଛି ଅବରୋଧ।ରାଜପଥ ଖୋଲିବା ପାଇଁ ଏନ୍ଏଚ୍ ଓ ବିଆରଓର ଟିମ୍ ସକାଳୁ ହୋଇଛନ୍ତି ନିୟୋଜିତ।ଚମୋଲି ଓ ନନ୍ଦପ୍ରୟାଗ ମଧ୍ୟରେ ତିନୋଟି ସ୍ଥାନରେ ବଦ୍ରିନାଥ ରାଜପଥ ହୋଇଛି ଅବରୋଧ । ଚୋପ୍ଟା ମୋଟରୱେରେ କାନ୍ଥ ଭୁଶୁଡ଼ି ପଡ଼ିବା ରୁ ବଡ଼ ବଡ଼ ଯାନବାହନ ପାଇଁ ରାସ୍ତା ହୋଇଛି ଅବରୋଧ।
What's Your Reaction?
![like](https://kalingascroll.in/assets/img/reactions/like.png)
![dislike](https://kalingascroll.in/assets/img/reactions/dislike.png)
![love](https://kalingascroll.in/assets/img/reactions/love.png)
![funny](https://kalingascroll.in/assets/img/reactions/funny.png)
![angry](https://kalingascroll.in/assets/img/reactions/angry.png)
![sad](https://kalingascroll.in/assets/img/reactions/sad.png)
![wow](https://kalingascroll.in/assets/img/reactions/wow.png)