ଭିଜିଲାନ୍ସ ଜାଲରେ ଅବକାରୀ ଯୁଗ୍ମ କମିଶନର

ଭିଜିଲାନ୍ସ ଜାଲରେ ଅବକାରୀ ଯୁଗ୍ମ କମିଶନର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ବର ଅବକାରୀ ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ରଙ୍କ ଭୁବନେଶ୍ବର, ସୋନପୁର, ବଲାଙ୍ଗୀର ଆଦି ୧୦ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ । ତାଙ୍କ ପୈତୃକ ବାସଭବନ ସମେତ କାର୍ଯ୍ୟାଳୟ, ଘର ଓ ସମ୍ପର୍କୀୟଙ୍କ ଘରେ କରାଯାଉଛି ଯାଞ୍ଚ । ଚଢାଉରେ ସାମିଲ ହୋଇଛନ୍ତି ୧୦ ଜଣ ଡିଏସପି, ୧୫ ଇନ୍ସପେକ୍ଟର ଓ ଭିଜିଲାନ୍ସର ଅନ୍ଯ ଅଧିକାରୀ।
What's Your Reaction?






