ମନ କି ବାତ୍' କାର୍ଯ୍ୟକ୍ରମରେ ଆଜି ସମ୍ବଲପୁରୀ ଶାଢିର କଥା

Jul 28, 2024 - 17:14
 0  2
ମନ କି ବାତ୍' କାର୍ଯ୍ୟକ୍ରମରେ ଆଜି ସମ୍ବଲପୁରୀ ଶାଢିର କଥା

ମନ କି ବାତ୍' କାର୍ଯ୍ୟକ୍ରମରେ ଆଜି ସମ୍ବଲପୁରୀ ଶାଢିର କଥା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଅଗଷ୍ଟ ୭ ତାରିଖରେ ହସ୍ତତନ୍ତ ଦିବସ ଥିବାବେଳେ ଏଥିପାଇଁ ଲୋକେ ସ୍ଥାନୀୟ ହ୍ୟାଣ୍ଡଲୁମ୍ ବସ୍ତ୍ରକୁ ଅଧିକରୁ ଅଧିକ କିଣିବାକୁ ସେ କରିଛନ୍ତି ଅପିଲ  ।କିଭଳି ଭାବେ ହ୍ୟାଣ୍ଡଲୁମ ଶାଢୀକୁ ଲୋକେ କିଣନ୍ତୁ , ଯେପରି ବୁଣାକାର ଲାଭବାନ ହୋଇପାରିବେ ଏବଂ ହସ୍ତତନ୍ତକୁ ଆଗକୁ ବଢାଇନେବାକୁ ସେମାନଙ୍କୁ ମନୋବଳ ମିଳିବ ସେଥିପାଇଁ ବାର୍ତ୍ତା ଦେଇଛନ୍ତି ମୋଦୀ ।ଓଡିଶାର ହସ୍ତତନ୍ତ ସହ ଭାରତର ସ୍ୱଦେଶୀ ଉତ୍ପାଦ ଯେପରି ବିଦେଶରେ ମଧ୍ୟ ଭଲ ଆଦୃତି ଲାଭ କରୁ ସେଥିପାଇଁ ଦେଶବାସୀଙ୍କୁ ଅପିଲ କରିଛନ୍ତି ମୋଦୀ ।

What's Your Reaction?

like

dislike

love

funny

angry

sad

wow